ଓଡ଼ିଶାର ପ୍ରାଚୀନ ଐତିହ୍ୟ ସହିତ ଖେଳିବା ସହ ଖିନ୍‌ଭିନ୍ କରିଛି ଏଏସ୍‌ଆଇ

୧୦୭ ବର୍ଷ ହେବ ବାରବାଟୀ ଦୁର୍ଗ ଏଏସ୍‌ଆଇ ଅଧୀନରେ କଟକ: କଟକର ସ୍ବାଭିମାନ, ପ୍ରାଚୀନ ଓଡ଼ିଶାର ପ୍ରାଣକେନ୍ଦ୍ର ବାରବାଟୀ ଦୁର୍ଗ ଭଳି ଐତିହ୍ୟ ସହିତ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଖେଳୁଛି। ଓଡ଼ିଶାର ଐତିହ୍ୟ ପ୍ରତି ଏଏସ୍‌ଆଇର ‌ଯେ ଆନ୍ତରିକତା ନାହିଁ ବାରବାଟୀ ଦୁର୍ଗର ସ୍ଥିତିରୁ ତାହା ଜଳ ଜଳ ହୋଇ ଦିଶୁଛି। ବାରବାଟୀ ଦୁର୍ଗ ଏବେ କେମିତି ଅଛି? କେମିତି ଚାଲିଛି ଖନନ କାର୍ଯ୍ୟ? ବାହାରିଥିବା କୀର୍ତ୍ତିରାଜି, ପ୍ରସ୍ତର ଏବେ … Continue reading ଓଡ଼ିଶାର ପ୍ରାଚୀନ ଐତିହ୍ୟ ସହିତ ଖେଳିବା ସହ ଖିନ୍‌ଭିନ୍ କରିଛି ଏଏସ୍‌ଆଇ